ଜାଳା
ଦେଖଣା
ଜାଳା
ଉଚ୍ଚାରଣ
[ସମ୍ପାଦନା]ଧ୍ୱନି (ମାନକ ଓଡ଼ିଆ) (file)
ଅନୁବାଦ
[ସମ୍ପାଦନା]ଦେଶଜ - ବିଶେଷ୍ୟ - (ସଂସ୍କୃତ - ଜ୍ୱାଳା)
[ସମ୍ପାଦନା]- ୧. ଜୁଲମ୍; ନିର୍ଯାତନ — ୧. Oppression.
ନର ଶରୀର ଜରା ବ୍ୟାଧିର ଘର ଯାହା ଜଳାରେ ସଦା ଜଳେ ଅନ୍ତର ନନ୍ଦକିଶୋର. ନିଝରିଣୀ
- ୨. ତାପ —୨. Heat.
- ୩. ଜଳା ପୋଡ଼ା — ୩. Burning sensation; inflammation.
ବିଷ ଜାଳାରେ ହେଲେ ହର ଚନ୍ଦ୍ରଶେଖର ଗଙ୍ଗାଧର ଭୂପତି. ପ୍ରେମପଞ୍ଚାମୃତ
- ୪. ଦାଉ; ବାଧା — ୪. Painful sensation; pang.
ବନ ଦେଖି ପୀଡ଼ିଲା ମଦନ ଶର ଜାଳା ଶିଶୁଶଙ୍କର. ଉଷାଅଭିଳାଷ