ଜାଳିକା
ଦେଖଣା
ଜାଳିକା
ଉଚ୍ଚାରଣ
[ସମ୍ପାଦନା](ଜାଲିକା—ଅନ୍ୟରୂପ)
ସଂସ୍କୃତ - ବିଶେଷ୍ୟ - ସ୍ତ୍ରୀ. (ଜାଳକ=ସ୍ତ୍ରୀ. ଅ)
[ସମ୍ପାଦନା]- ୧. ମୁହଁ ଘୋଡ଼ାଇବାର ଜାଲ୍ ଜାଲୁଆ ଢାଙ୍କୁଣୀ; କ୍ଷୁଦ୍ର କ୍ଷୁଦ୍ର ଛିଦ୍ରଯୁକ୍ତ ମୁଖାବରଣ ବା ଓଢ଼ଣୀ —୧. A veil or mask of net-work for the face.
- ୨. ବିଧବା —୨. Widow.
- ୩. ଜୋକ —୩. A leech.
- ୪. ତାରର ବର୍ମ; ତାରରେ ପ୍ରସ୍ତୁତ ସାଞ୍ଜୁ — ୪. An armour of network.
- ୫. ପାଶ; ଫାନ୍ଦ (ହିନ୍ଦୀ - ଶବ୍ଦସାଗର) —୫. Snare.
- ୬. ମାକଡ଼ସା; ବୁଢିଆଣୀ (ହିନ୍ଦୀ - ଶବ୍ଦସାଗର) — ୬. Spider.
- ୭. ଲୁହା—(ହିନ୍ଦୀ - ଶବ୍ଦସାଗର) ୭. Iron.