ଜାଳିପୋଡ଼ି ମାରିବା
ଦେଖଣା
ଜାଳିପୋଡ଼ି ମାରିବା
ଉଚ୍ଚାରଣ
[ସମ୍ପାଦନା]ଅନୁବାଦ
[ସମ୍ପାଦନା]ଜାଳିପୋଡ଼ି ମାରିବା
|
[ଜଳା(ଳେ)ଇ ପୋଡ଼ା(ଡ଼େ)ଇ ମାରିବା—ଅନ୍ୟରୂପ]
ଦେଶଜ - କ୍ରି.
[ସମ୍ପାଦନା]ବହୁ ନିର୍ଯାତନ ଦେଇ ବ୍ୟତିବ୍ୟସ୍ତ କରି ପକାଇବା; ବହୁ ଦୁଃଖ ଦେବା — To torture (a person) by causing. pains and troubles to him.