ଜାଳ୍ମ
ଦେଖଣା
ଜାଳ୍ମ
ଉଚ୍ଚାରଣ
[ସମ୍ପାଦନା]ସଂସ୍କୃତ - ବିଶେଷ୍ୟ - (ଜଳ୍ ଧାତୁ=ଆଚ୍ଛାଦନ କରିବା+ କର୍ତ୍ତୃ. ମ)
[ସମ୍ପାଦନା]- ୧. ଖଳ ବ୍ୟକ୍ତି — ୧. A wicked person; miscreant.
- ୨. ନୀଚ ବ୍ୟକ୍ତି —୨. A mean-minded person.
- ୩. ପତିତ ବ୍ୟକ୍ତି —୩. A degraded person.
- ୪. ଇତର ଲୋକ —୪. A low-born person.
(ଜାଳ୍ମୀ—ସ୍ତ୍ରୀ)
ସଂସ୍କୃତ - ବିଶେଷଣ - ଫୁ
[ସମ୍ପାଦନା]- ୧. ଅବିବେଚକ — ୧. Incosiderate.
- ୨. ହିଂସ୍ର —୨. Revengeful.
- ୩. ମୂର୍ଖ —୩. Illiterate; boorish.
- ୪. କଡ଼ା; କଠୋର —୪. Severe; harsh.
- ୫. ଜଡ଼ା; ଆଳସ୍ୟପରାୟଣ —୫. Idle; lazy.
- ୬. ନିଷ୍ଠୁର; କ୍ରୁର; ନିର୍ଦ୍ଦୟ —୬. Cruel.
- ୭. ପାମର; ନୀଚ; ଦୁରାତ୍ମା — ୭. Lowely; wicked; mean-minded,.
(ଯଥା—ଯେଉଁ ବ୍ୟକ୍ତି ମିତ୍ର, ଗୁରୁ ବା ବ୍ରାହ୍ମଣଙ୍କ ସଙ୍ଗେ ଦ୍ୱେଷ କରେ ତାକୁ ଜାଳ୍ମ ବୋଲାଯାଏ)
- ୮. ଘୃଣିତ —୮. Despised.
- ୯. ଯେଉଁ ବ୍ୟକ୍ତି ଉତ୍ତମରୂପେ ପଢ଼ି ବା ବୋଲି ନ ପାରେ — ୯. Reading or reciting badly (Apte).
- ୧. ନୀଚଜାତ —୧୦. Low-born.
- ୧୧. ସମାଜରୁ ପତିତ — ୧୧. Degraded from society.