ଜାହାଙ୍ଗୀର୍
ଦେଖଣା
ଜାହାଙ୍ଗୀର୍
ଉଚ୍ଚାରଣ
[ସମ୍ପାଦନା]ଅନୁବାଦ
[ସମ୍ପାଦନା]ଜାହାଙ୍ଗୀର୍
|
ବୈଦେଶିକ - ବିଶେଷ୍ୟ - (ନାମ)
[ସମ୍ପାଦନା]ମୋଗଲ ସମ୍ରାଟ; ଆକବର ବାଦସାହାଙ୍କ ପୁତ୍ର — Jehangir; the Moghal Emperor; son of Akbar.
[ଦ୍ରଷ୍ଟବ୍ୟ —ଏ ଆକବରଙ୍କ ମୃତ୍ୟୁ ପରେ ୧୬୫: ଖ୍ରୀଷ୍ଟାବ୍ଦରେ ସମ୍ରାଟ ହେଲେ ଓ ୧୬୨୭: ଖ୍ରୀଷ୍ଟାବ୍ଦ ପର୍ଯ୍ୟନ୍ତ ରାଜତ୍ୱ କରିଥିଲେ ଏ ଆକବରଙ୍କ ଅମଳରେ ଜୟପୁରର ହୁନ୍ଦୁ ରାଜାଙ୍କ କନ୍ୟା ଯୋଧ— ବାଈଙ୍କୁ ବିବାହ କରିଥିଲେ ଓ ପରେ ସେର୍ ଆଫଗାନ୍ ନାମକ ସେନାପତିଙ୍କୁ ମରାଇ ତାଙ୍କ ସ୍ତ୍ରୀ ନୃରଜାହାନ୍ଙ୍କୁ ବିବାହ କଲେ ଏହାଙ୍କ ଅମଳରେ ଇଂଲଣ୍ଡର ରାଜା ୧ମ ଜେମ୍ସଙ୍କଠାରୁ ରାଜଦୂତ ଆସିଥିଲେ ଏହାଙ୍କ ନିକଟକୁ ବୃନ୍ଦାବନର ଗୋବିନ୍ଦଜୀଙ୍କ ମନ୍ଦିର ନିର୍ମିତ ହେଇଥିଲା ହିନ୍ଦୀ - ଶବ୍ଦସାଗର]