ଜାହାଜ ପଡ଼ିଆ
ଦେଖଣା
ଜାହାଜ ପଡ଼ିଆ
ଉଚ୍ଚାରଣ
[ସମ୍ପାଦନା]ଦେଶଜ - ବିଶେଷ୍ୟ - (ନାମ)
[ସମ୍ପାଦନା]ଚିଲିକାର ମାଲୁଦ ନିକଟରେ ଥିବା ଗୋଟିଏ ଆଭୁଚ୍ଚ ସ୍ଥାନ ଓ ତନ୍ମିକଟବର୍ତ୍ତୀ ପ୍ରକାଣ୍ଡ ପଡ଼ିଆ —Name of a high land including a vast field near by near Malud on the Chilka lake in Puri destrict.
[ଦ୍ରଷ୍ଟବ୍ୟ —ଓଡ଼ିଶାର ସ୍ୱାଧୀନ, ରାଜାଙ୍କ ଅମଳରେ ଜାହାଜ ସମୁଦ୍ରରୁ ଆସି ଏହିଠାରେ ଲାଗୁଥିଲା]