ଜାହିର୍ କରିବା
ଦେଖଣା
ଜାହିର୍ କରିବା
ଉଚ୍ଚାରଣ
[ସମ୍ପାଦନା]ଅନୁବାଦ
[ସମ୍ପାଦନା]ଜାହିର୍ କରିବା
|
ଦେଶଜ - କ୍ରିୟାପଦ -
[ସମ୍ପାଦନା]- ୧. ସାଧାରଣରେ ପ୍ରକାଶ କରିବା; ରଚନା କରିବା —୧. To publish or proclaim openly; to disclose.
(ଯଥା—ବିଦ୍ୟା ଜାହିର୍ କରିବା)
- ୨. ଦେଖାଇବା —୨. To show;to display.
(ଯଥା—କରାମତ୍ ଜାହିରି କରିବା)
- ୩. ଦଣ୍ଡଆଦି ଦେଇ କୌଣସି ବ୍ୟକ୍ତି ବା ଜନ୍ତୁକୁ କରାୟତ୍ତ କରିବା ବା ଶାସନ କରିବା —୩. To bring a person or animal under control by punshiment;to teach a person a lesson.