ଜାହ୍ନବୀ
ଗଙ୍ଗା; ଭାଗୀରଥୀ —The river Ganges.
[ଦ୍ରଷ୍ଟବ୍ୟ —ଜହ୍ନୁମୁନିଙ୍କ ଜଂଘରୁ ଗଙ୍ଗା ବାହାରି ଥିବା କଥା ପୁରାଣରେ ବର୍ଣ୍ଣିତ ଅଛି'ଜହ୍ନୁ' ତଳେ ନୋଟ୍ ଦେଖ]