Jump to content

ଜାୟା

ଉଇକିଅଭିଧାନ‌ରୁ

ଜାୟା

ଉଚ୍ଚାରଣ

[ସମ୍ପାଦନା]

ସଂସ୍କୃତ - ବିଶେଷ୍ୟ - ସ୍ତ୍ରୀ. (ଜନ୍ ଧାତୁ+ଅଧିକରଣ. ଯ+ସ୍ତ୍ରୀ. ଆ; ଯାହା—ଠାରେ ମନୁଷ୍ୟ ଅପତ୍ୟରୂପେ ଜନ୍ମେ)

[ସମ୍ପାଦନା]
୧. ବିବାହିତା ସ୍ତ୍ରୀ; ଭାର୍ଯ୍ୟା; ପତ୍ନୀ —୧. Wife.

[ଦ୍ରଷ୍ଟବ୍ୟ —ବହୁବ୍ରୀହି ସମାସରେ 'ଜାୟା' ଶବ୍ଦ 'ଜାନି' ଆକାର ଧାରଣ କରେ; ଯଥା—ଯୁବଜାନି, ବାମାର୍ଦ୍ଧଜାନି]

[ଦ୍ରଷ୍ଟବ୍ୟ —ଆର୍ଯ୍ୟ ଧର୍ମଶାସ୍ତ୍ରମାନଙ୍କରେ ବର୍ଣ୍ଣିତ ଅଛି ଯେ ପତି ସ୍ୱୟଂ ଭାର୍ଯ୍ୟାଗର୍ଭରେ ପ୍ରବେଶ କରି ପୁତ୍ରରୂପେ ଜନ୍ମଗ୍ରହଣ କରେ ତେଣୁ ଭାର୍ଯ୍ୟାକୁ ଜାୟା କୁହାଯାଏ]


୨. ଜନ୍ମଲଗ୍ନର ୭ମ ସ୍ଥାନ — ୨. The ୭th place from the Lagna of one's birth.