ଜାୟାଘ୍ନ
ଦେଖଣା
ଜାୟାଘ୍ନ
ଉଚ୍ଚାରଣ
[ସମ୍ପାଦନା]ସଂସ୍କୃତ - ବିଶେଷ୍ୟ -
[ସମ୍ପାଦନା]ଫଳିତ ଜ୍ୟୋତିଷୋକ୍ତ ଜନ୍ମକୁଣ୍ଡଳୀର ଯୋଗବିଶେଷ — Name of an astrological conjuction in the horoscope of a person.
[ଦ୍ରଷ୍ଟବ୍ୟ —ଜାତକରେ ଲଗ୍ନର ୭ମ ସ୍ଥାନରେ ମଙ୍ଗଳ ବା ରାହୁ ଥିଲେ ଏ ଯୋଗ ହୁଏ ଯେଉଁ ପୁରୁଷର ଏପରି ଘଟେ ତାହାର ସ୍ତ୍ରୀ ବହୁଦିନ ବଞ୍ଚେ ନାହିଁ]
ବିଶେଷଣ -
[ସମ୍ପାଦନା]ଯେଉଁ ବ୍ୟକ୍ତିର ଜାତକରେ ଉପରୋକ୍ତ ଯୋଗ ଥାଏ — (a person) Who has got the above conjuction in his horoscope.