ଜାୟାପତି
ଦେଖଣା
ଜାୟାପତି
ଉଚ୍ଚାରଣ
[ସମ୍ପାଦନା]ସଂସ୍କୃତ - ବିଶେଷ୍ୟ - (ଦ୍ୱନ୍ଦ; ଜାୟା+ପତି)
[ସମ୍ପାଦନା]ପତି ଓ ପତ୍ନୀ; ସ୍ୱାମୀସ୍ତ୍ରୀ; ଦମ୍ପତି — Married couple; man and wife; husband and wife.
ବଲ୍ଲିକା ପାଦପ ଜଡ଼ିତ ସ୍ୱରୁପ ଭିଡ଼ାଭିଡ଼ି ଜାୟାପରି ଯେ ଭଞ୍ଜ. ବୈଦେହୀଶବିଳାସ
[ଦ୍ରଷ୍ଟବ୍ୟ —ସମାସରେ ଜାୟା ଓ ପତି ଏହି ଦୁଇ ଶବ୍ଦ ନିପାତନରେ 'ଦମ୍ପତି' ଓ 'ଜମ୍ପତି' ଏହି ଦୁଇ ଆକାର ମଧ୍ୟଧାରଣ କରେ]