ଜିଅର୍ବାର୍
ଦେଖଣା
ଜିଅର୍ବାର୍
ଉଚ୍ଚାରଣ
[ସମ୍ପାଦନା]ଅନୁବାଦ
[ସମ୍ପାଦନା]ଗ୍ରାମ୍ୟ - ବୈଦେଶିକ - ବିଶେଷ୍ୟ - (ଫାରାସୀ - ଜୋରବାର— କ୍ଷତିଗ୍ରସ୍ତ)
[ସମ୍ପାଦନା]- ୧. (ଧନର) ଅପବ୍ୟୟ; ବୃଥାବ୍ୟୟ — ୧. Waste of money.
- ୨. କ୍ଷତି —୨. Loos.
ବିଶେଷଣ -
[ସମ୍ପାଦନା]- ୧. ଅପବ୍ୟୟିତ —୧. Waste.
- ୨. ଧନର ଅପବ୍ୟୟ କରିବା ଅବସ୍ଥାରେ ପଡ଼ିଥିବା (ବ୍ୟକ୍ତି), ବ୍ୟୟଗ୍ରସ୍ତ —୨. (a person) put to wasteful expense.
- ୩. କ୍ଷତିଗ୍ରସ୍ତ — ୩. Sustaining loss; put to loss.