Jump to content

ଜିଆଣିଆଁ

ଉଇକିଅଭିଧାନ‌ରୁ

ଜିଆଣିଆଁ

ଉଚ୍ଚାରଣ

[ସମ୍ପାଦନା]

ଦେଶଜ - ବିଶେଷଣ -

[ସମ୍ପାଦନା]

ଜଳର କ୍ରମବୃଦ୍ଧି ଦେଖି ଯେଉଁ ନଦୀରେ ବନ୍ୟା ଆସିବାର ସମ୍ଭାବନା କରାଯାଏ — (river) Showing prievious indications of a forthcoming flood.

(ଯଥା—ନଈ ଜିଆଁଣିଆଁ ହେଲାଣି)