Jump to content

ଜିଆ ମାରିବା

ଉଇକିଅଭିଧାନ‌ରୁ

ଜିଆ ମାରିବା

ଉଚ୍ଚାରଣ

[ସମ୍ପାଦନା]
  • (file)
  • (file)

ଦେଶଜ - ବିଶେଷ୍ୟ -

[ସମ୍ପାଦନା]

ଗୋରୁଙ୍କ ଆଖିରୁ ପାଣି ବୁହିବା ରୋଗ — A cattle-desease causing watery discharge from the eyes.

[ଦ୍ରଷ୍ଟବ୍ୟ —ମନୁଷ୍ୟ ଲୁଣି ପାଣି କୁଳୁକୁଞ୍ଚା କରି ଗୋରୁ ଆଖିକୁ ଛାଡ଼ିଲେ ଏ ରୋଗ ଭଲ ହୁଏ]