ଜିଉନ୍ତିଆ
ଦେଖଣା
ଜିଉନ୍ତିଆ
ଉଚ୍ଚାରଣ
[ସମ୍ପାଦନା]ପ୍ରାଦେଶିକ - (ସମ୍ୱଲପୁର) ବିଶେଷ୍ୟ - (ସଂ ଜୀତାଷ୍ଟମୀ ବା ଜୀମୂତାଷ୍ଟମୀ; ତୁଳ ଏହି ଅର୍ଥରେ ହିନ୍ଦି ଏହି ଶବ୍ଦ)
[ସମ୍ପାଦନା]ଜୀତାଷ୍ଟମୀ; ଅଶ୍ୱିନ କୃଷ୍ଣାଷ୍ଟମୀ ବ୍ରତ — A religious vow observed on the ୮th of the dark fortnight of Āṡwina
- ୨. ଆଶ୍ୱିନୀ ଶୁକ୍ଳ ସପ୍ତମୀ ଦିନ (ଭାଇଜଉନ୍ତିଆ) ଓ ଭାଦ୍ର ଶୁକ୍ଳ ଷଷ୍ଠୀ ଦିନ (ଭାଇଜଉନ୍ତିଆ) ସ୍ତ୍ରୀ ଲୋକମାନେ କରିବା ବ୍ରତ —୨. A religious vow observed by women having brothers on the ୭th day of the light fortnight of Āṡwina and by those having sons on the ୬th day of the light fortnight of Bhādra.
[ଦ୍ରଷ୍ଟବ୍ୟ —ପୁଅଜଉନ୍ତିଆ ପାଳିବା ସ୍ତ୍ରୀମାନେ ଏହି ବ୍ରତରେ ବେକରେ ଗୋଟିଏ ଗଣ୍ଠିଦିଆ ସୁତା (ରକ୍ଷା କବଚ) ପିନ୍ଧନ୍ତି, ଭାଦ୍ର ଶୁଷ୍ଳ ଷଷ୍ଠୀରେ ଓଡ଼ିଶାରେ ସ୍ତ୍ରୀଲୋକମାନେ ଓଷା କରନ୍ତି]
- ୩. ଉକ୍ତ ବ୍ରତ ପାଳନ କରି ବା ସ୍ତ୍ରୀମାନେ ବେକରେ ଯେଁଉ ରକ୍ଷାକବଚ ପିନ୍ଧନ୍ତି —୨. The sacred string worn round the neck by matrous observing the above vow