Jump to content

ଜିଗମିଷା

ଉଇକିଅଭିଧାନ‌ରୁ

ଜିଗମିଷା

ଉଚ୍ଚାରଣ

[ସମ୍ପାଦନା]

ସଂସ୍କୃତ - ବିଶେଷ୍ୟ - (ଗମ୍ ଧାତୁ=ଯିବା+ଇଛା ଅର୍ଥରେ ସନ୍=ଗମିଷ ଧାତୁ+ଭାବ ଅ+ଆ)

[ସମ୍ପାଦନା]

ଗମନେଛା; ଗମନ କରିବାର ଇଛା —Intention of going.