Jump to content

ଜିଘତ୍ସା

ଉଇକିଅଭିଧାନ‌ରୁ

ଜିଘତ୍ସା

ଉଚ୍ଚାରଣ

[ସମ୍ପାଦନା]

ସଂସ୍କୃତ - ବିଶେଷ୍ୟ - ସ୍ତ୍ରୀ. (ଅଦ୍ ଧାତୁ+ ଖାଇବା+ଇଚ୍ଛାର୍ଥରେ ସନ୍= ଜିଘତ୍ସ୍ ଧାତୁ+ଭାବ. ଅ+ସ୍ତ୍ରୀ. ଆ)

[ସମ୍ପାଦନା]
୧. ଭୋଜନେଚ୍ଛା — ୧. Wish or desire for eating.
୨. କ୍ଷୁଧା —୨. Hunger; appetite.
୩. ଚେଷ୍ଟା —୩. Striving for.