ଜିଘାଂସା
ଦେଖଣା
ଜିଘାଂସା
ଉଚ୍ଚାରଣ
[ସମ୍ପାଦନା]ସଂସ୍କୃତ - ବିଶେଷ୍ୟ - ସ୍ତ୍ରୀ. (ହନ୍ ଧାତୁ+ବଧ କରିବା+ଇଚ୍ଛାଅର୍ଥରେ ସନ୍ =ଜିଘାଂସ୍ ଧାତୁ+ଭାବ. ଅ+ସ୍ତ୍ରୀ. ଆ)
[ସମ୍ପାଦନା]- ୧. ହନନେଚ୍ଛା; ବଧ କରିବାର ଇଚ୍ଛା — ୧. A desire to kill or injure.
- ୨. ବଧ କରିବାର ଚେଷ୍ଟା —୨. Endeavour to kill.
- ୩. ଶତ୍ରୁତା —୩. Enmity.
- ୪. ପ୍ରତିହିଂସା —୪. Malice; revenge; rancour.