ଜିଘାଂସିବା
ଦେଖଣା
ଜିଘାଂସିବା
ଉଚ୍ଚାରଣ
[ସମ୍ପାଦନା]ଅନୁବାଦ
[ସମ୍ପାଦନା]ଜିଘାଂସିବା
|
ଦେଶଜ - କ୍ରି. (ସଂସ୍କୃତ - ଜିଘାଂସା=ଶତ୍ରୁତା; ପ୍ରତିହିଂସା)
[ସମ୍ପାଦନା]- ୧. ଝିଙ୍ଗାସିବା; ତାତ୍ସଲ୍ୟପୂର୍ବକ ଗାଳିଦେବା — ୧. To rebuke; to taunt.
- ୨. ଘୃଣାପ୍ରକାଶପୂର୍ବକ ଗାଳିଦେବା — ୨. To rebuke with contempt.
- ୩. ବାରମ୍ୱାର ଗାଳିଦେବା — ୩. To rebuke repeatedly.
- ୪. ଉପହାସ କରିବା — ୪. To sneer at; to deride.