Jump to content

ଜିଘୃକ୍ଷା

ଉଇକିଅଭିଧାନ‌ରୁ

ଜିଘୃକ୍ଷା

ଉଚ୍ଚାରଣ

[ସମ୍ପାଦନା]

ସଂସ୍କୃତ - ବିଶେଷଣ - (ଗ୍ରହ ଧାତୁ= ଗ୍ରହଣ କରିବା+ଇଚ୍ଛାର୍ଥେ ସନ= ନିଘୃକ୍ଷ୍ ଧାତୁ+ଭାବ. ଅ+ସ୍ତ୍ରୀ. ଆ)

[ସମ୍ପାଦନା]
୧. ଗ୍ରହଣ କରିବାର ଇଚ୍ଛା — ୧. A desire for taking.
୨. ଲୋଭ —୨. Greediness; avarice.