Jump to content

ଜିଘୃକ୍ଷିତ

ଉଇକିଅଭିଧାନ‌ରୁ

ଜିଘୃକ୍ଷିତ

ଉଚ୍ଚାରଣ

[ସମ୍ପାଦନା]

ସଂସ୍କୃତ - ବିଶେଷଣ - (ଗ୍ରହ ଧାତୁ+ଇଚ୍ଛାର୍ଥରେ ସନ୍= ଜିଘୃକ୍ଷ୍ ଧାତୁ+ କର୍ତ୍ତୃ. ତ; କିମ୍ୱା ଜିଘୃକ୍ଷା+ସଂଜାତାର୍ଥେ. ଇତ)

[ସମ୍ପାଦନା]

ଗ୍ରହଣେଚ୍ଛୁ —Desirous of taking (something); avaricious.