Jump to content

ଜିଘ୍ର

ଉଇକିଅଭିଧାନ‌ରୁ

ଜିଘ୍ର

ଉଚ୍ଚାରଣ

[ସମ୍ପାଦନା]
(ଜିଘ୍ରା—ସ୍ତ୍ରୀ) 

ସଂସ୍କୃତ - ବିଶେଷଣ - ପୁଲିଙ୍ଗ - (ଘ୍ରା ଧାତୁ= ଗନ୍ଧ ଗ୍ରହଣକରିବା+କର୍ତ୍ତୃ. ଅ)

[ସମ୍ପାଦନା]
୧. ଘ୍ରାଣକାରୀ —୧. Smelling.
୨. ସନ୍ଦେହକାରୀ —୨. Suspecting
୩. ଅନୁମାନକାରୀ —୩. Guessing; conjecturing.