Jump to content

ଜିଜିଆ

ଉଇକିଅଭିଧାନ‌ରୁ

ଜିଜିଆ

ଉଚ୍ଚାରଣ

[ସମ୍ପାଦନା]

ଅନୁବାଦ

[ସମ୍ପାଦନା]

ବୈଦେଶିକ - ବିଶେଷ୍ୟ - (ଫାରାସୀ - ଜଜିୟା)

[ସମ୍ପାଦନା]

ମୁସଲମାନ୍ ସମ୍ରାଟଙ୍କ ଅମଳରେ ଭରତବର୍ଷରେ ଅସୁଲମାନ ପ୍ରଜାଙ୍କଠାରୁ ଆଦାୟ କରାଯିବା— କର ବା ଟିକସ —A poll-tax or capitation-tax levied from non-Mahomedans or infidels by the Mahomedan emperors of India.

[ଦ୍ରଷ୍ଟବ୍ୟ —ମୋଗଲ ସମ୍ରାଟ ଆକବର ଏହି ପ୍ରଥା ଉଠାଇ ଦେଇଥିଲେ, ମାତ୍ର ଆଓରଙ୍ଗଜେବ ପୁଣି ଏହା ଚଳାଇ ହିନ୍ଦୁମାନଙ୍କର ଅପ୍ରିୟ ହୋଇଥିଲେ ]