Jump to content

ଜିଜୀବିଷା

ଉଇକିଅଭିଧାନ‌ରୁ

ଜିଜୀବିଷା

ଉଚ୍ଚାରଣ

[ସମ୍ପାଦନା]

ସଂସ୍କୃତ - ବିଶେଷ୍ୟ - ସ୍ତ୍ରୀ (ଜୀବ୍ ଧାତୁ= ବଞ୍ଚିବା+ଇଚ୍ଛାର୍ଥରେ ସନ୍ =ଜିଜୀବିଷ୍ଧାତୁ+ଭାବ. ଅ+ଆ)

[ସମ୍ପାଦନା]
୧. ଜୀଇଁ ରହିବାର ଇଚ୍ଛା — ୧. A desire for living.
୨. ଜୀବନ ପ୍ରତି ମାୟା —୨. Love of life.