Jump to content

ଜିଜ୍ଞାସମାନ

ଉଇକିଅଭିଧାନ‌ରୁ

ଜିଜ୍ଞାସମାନ

ଉଚ୍ଚାରଣ

[ସମ୍ପାଦନା]
(ଜିଜ୍ଞାସମାନ—ସ୍ତ୍ରୀ) 

ସଂସ୍କୃତ - ବିଶେଷଣ - ପୁଲିଙ୍ଗ - [ଜ୍ଞା ଧାତୁ+ଇଚ୍ଛାର୍ଥରେ. ସନ୍+କର୍ତ୍ତୃ. ଅନ (ଶାନଚ)]

[ସମ୍ପାଦନା]
୧. ଜିଜ୍ଞାସୁ; ଯେ ପ୍ରଶ୍ନ କରୁଅଛି — ୧. Questioning or enquiring about.
୨. ଅନୁସନ୍ଧିତ୍ସୁ —୨. Inquisitive.