ଜିଜ୍ଞାସିବା
ଜିଜ୍ଞାସା କରିବା; ଅନୁସନ୍ଧାନ କରିବା —To enquire.
ଫଳ ଜିଜ୍ଞାସିଲେ ନୃପ ସ୍ୱପ୍ନବତ ବୁଧେ ଉକାଇ— ରାଧାନାଥ. ନନ୍ଦିକେଶ୍ୱରୀ