Jump to content

ଜିଜ୍ଞାସୁ

ଉଇକିଅଭିଧାନ‌ରୁ

ଜିଜ୍ଞାସୁ

ଉଚ୍ଚାରଣ

[ସମ୍ପାଦନା]

=== ସଂସ୍କୃତ - ବିଶେଷଣ - (ଜ୍ଞା ଧାତୁ+ଇଚ୍ଛାର୍ଥରେ ସନ୍+କର୍ତ୍ତୃ. ଉ)

୧. ଜିଜ୍ଞାସାକାରୀ; ପ୍ରଶ୍ନକାରୀ — ୧. Inquisitive; enquiring.
୨. ଜାଣିବାକୁ ଇଚ୍ଛୁକ ବା ଅଭିଳାଷୀ — ୨. Desirous of knowing; wishing to know.
୩. ମୁମୁକ୍ଷୁ; ଆତ୍ମମୁକ୍ତି କାମନାରେ ତତ୍ତ୍ୱଜ୍ଞାନଲାଭେଚ୍ଛ — ୩. Desirous of getting absolution; inquisitive after the truth of salvation.



  • (file)