ଜିଜ୍ଞାସ୍ୟ
ଦେଖଣା
ଜିଜ୍ଞାସ୍ୟ
ଉଚ୍ଚାରଣ
[ସମ୍ପାଦନା]ସଂସ୍କୃତ - ବିଶେଷଣ - (ଜ୍ଞା ଧାତୁ+ଇଚ୍ଛାର୍ଥରେ ସନ୍=ଜିଜ୍ଞାସ୍ ଧାତୁ +କର୍ମ. ଯ)
[ସମ୍ପାଦନା]- ୧. ଜିଜ୍ଞାସାର ବିଷୟଭୂତ — ୧. Subject of question
- ୨. ପ୍ରଶ୍ନର ଯୋଗ୍ୟ; ଅନୁସନ୍ଧେୟ — ୨. Fit to be questioned or enquired into worthy of investigation.
- ୩. ଯେଉଁ ବ୍ୟକ୍ତିକୁ ପଚାରିବା ଉଚିତ — ୩. (person) Fit who asked questions.