Jump to content

ଜିଣ

ଉଇକିଅଭିଧାନ‌ରୁ

ଜିଣ

ଉଚ୍ଚାରଣ

[ସମ୍ପାଦନା]
  • (file)
  • (file)

ଅନୁବାଦ

[ସମ୍ପାଦନା]

(ହାର—ବିପରୀତ)

ଦେଶଜ - ବିଶେଷ୍ୟ - (ସଂସ୍କୃତ - ଜି ଧାତୁ; ପ୍ରା. ଜିଣ ଧାତୁ=ଜୟ କରିବା; ସଂସ୍କୃତ - ଜିତି)

[ସମ୍ପାଦନା]

ଜୟଲାଭ —Victory.

(ଯଥା—ବୀର ପୁରୁଷର ଜୀବନରେ ହାର ଜିଣ ସଦା— ସର୍ବଦା ଲାଗି ରହିଛି)