ଜିଣନ୍ତା
ଜେତା; ଯେ ଜୟଲାଭ କରେ — Winning; victorious.
ବ୍ରହ୍ମା କହିଥିଲେ ମୋତେ ଜିଣନ୍ତା ନୋହିବେ ତୋତେ ଯୁବତୀ ସକାଶୁଁ ମୃତ୍ୟୁ ଦେବ ତୋହର ବିଶ୍ୱନାଥ. ବିଚିତ୍ରରାମାୟଣ