Jump to content

ଜିଣା

ଉଇକିଅଭିଧାନ‌ରୁ

ଜିଣା

ଉଚ୍ଚାରଣ

[ସମ୍ପାଦନା]
  • (file)

ଅନୁବାଦ

[ସମ୍ପାଦନା]

(ବିପରୀତ—ହାର)

ଦେଶଜ - ବିଶେଷ୍ୟ - (ଜି. ଧାତୁ; ପ୍ରା ଜିଣ ଧାତୁ)

[ସମ୍ପାଦନା]
୧. ଯୁଦ୍ଧରେ ଜୟ —୧. Victory.
୨. ଖେଳରେ ଜୟଲାଭ — ୨. Winning in a game.
୩. ଜୟଲାଭ ଫଳରେ କୌଣସି ବସ୍ତୁର ପ୍ରାପ୍ତି — ୩. Aquisition of a thing by conquest.

ଦେଶଜ - ବିଶେଷଣ -

[ସମ୍ପାଦନା]
୧. ଜୟକାରୀ; ଜୟୀ — ୧. Victorious; winnking.

ଆହାଲାଦି ଗୁଣରେ ଚନ୍ଦ୍ରଙ୍କୁ ସେ ଜଣା କୃଷ୍ଣସିଂହ. ମହାଭାରତ. ବନ

୨. ଜୟଲବ୍ଧ; ଯେଉଁ ପଦାର୍ଥକୁ ଅନ୍ୟଠାରୁ ଜୟ କରି ଅଣାଯାଇ ଥାଏ —୨. Got as a result of conquest.
୩. ଜିତ; ଯାହାକୁ ଜୟ କରାଯାଇ ଥାଏ — ୩. Won; conquered.
୪. ପରାଜିତ —୪. Vanquished.
୫. ଶ୍ରେଷ୍ଠ —୫. Chief; prominent.

ବ୍ରହ୍ମା ସୂତ ନାରଦ ଋଷିଙ୍କରେ ଜିଣା କୃଷ୍ଣସିଂହ. ମହାଭାରତ. ବନ