Jump to content

ଜିଣିବା

ଉଇକିଅଭିଧାନ‌ରୁ

ଜିଣିବା

ଉଚ୍ଚାରଣ

[ସମ୍ପାଦନା]

ଅନୁବାଦ

[ସମ୍ପାଦନା]

ଦେଶଜ - କ୍ରି. (ସଂସ୍କୃତ - ଜି ଧାତୁ; ପ୍ରା. ଜିଣ ଧାତୁ)

[ସମ୍ପାଦନା]
୧. (ଶତ୍ରୁକୁ) ଜୟ କରିବା —୧. To conquer to vanquish an enemy.
୨. (ବିପକ୍ଷ ବ୍ୟକ୍ତି ବା ଦଳକୁ) ପରାସ୍ତ କରିବା — ୨. To beat one's adversary.
୩. ଜିତିବା; ଜୟ ଲାଭଦ୍ୱାରା ପାଇବା —୩. To win something as a result of victory or conquest.
୪. ଅତିକ୍ରମ କରିବା; ଲଙ୍ଘନ କରିବା; ପାରି ହେବା — ୪. To overcome; to cross; to pass over (e.g. a sea, a dannger.)
୫. ବଳିବା; ଅପେକ୍ଷାକୃତ ଅଧିକ ହେବା; ଉତ୍କୃଷ୍ଟତର ହେବା — ୫. To exceed ; to excel.

ପ୍ରଫୁଲ୍ଲ କମଳ ସୁନ୍ଦର ବଦନ ମଧୂସୁଦନ, ବାଳରାମାୟଣ