Jump to content

ଜିଣେଇବା

ଉଇକିଅଭିଧାନ‌ରୁ

ଜିଣେଇବା

ଉଚ୍ଚାରଣ

[ସମ୍ପାଦନା]

ଅନୁବାଦ

[ସମ୍ପାଦନା]

ଦେଶଜ - କ୍ରିୟାପଦ - (ସଂସ୍କୃତ - ଜି. ଧାତୁ; ଜିଣିବା କ୍ରିୟାର ଣିଜନ୍ତି ରୂପ)

[ସମ୍ପାଦନା]
୧. କୌଣସି ବ୍ୟକ୍ତିକୁ ଜୟୀ କରାଇବା — ୧. To cause a person to gain victory.
୨. କୌଣସି ବ୍ୟକ୍ତିକୁ ଜୟୀ ହେବାର ଉପାୟ ବା ସୁବିଧା କରିଦେବା —୨. To put a person in the way of conquering.