Jump to content

ଜିତ

ଉଇକିଅଭିଧାନ‌ରୁ

ଜିତ

ଉଚ୍ଚାରଣ

[ସମ୍ପାଦନା]
  • (file)

ସଂସ୍କୃତ - ବିଶେଷଣ - (ଜି ଧାତୁ+କର୍ମ. ତ)

[ସମ୍ପାଦନା]
୧. ପରାଜିତ; ଯହାକୁ ଅନ୍ୟ ବ୍ୟକ୍ତି ଜିତିଛି —୧. Vanquished; conquered; subdued.
୨. ଜୟଲବ୍ଧ —୨. Won; acquired by conquest.

ଦ୍ରୁପଦ ଝିଅ ଜିତି ହୋଇବ କେସନେ କୃଷ୍ଣସିଂହ. ମହାଭାରତ

୩. ସ୍ୱାୟତ୍ତୀକୃତ —୩. Brought under full control.