Jump to content

ଜିତକାଶୀ

ଉଇକିଅଭିଧାନ‌ରୁ

ଜିତକାଶୀ

ଉଚ୍ଚାରଣ

[ସମ୍ପାଦନା]

ସଂସ୍କୃତ - ବିଶେଷଣ - (ଜିତ+କାଶ୍ ଧାତୁ=ଦୀପ୍ତ ପାଇବା+ଇନ୍; ୧ମା. ୧ବ.)

[ସମ୍ପାଦନା]
୧. ଜୟଶୀଳ; ବିଜୟୀ — ୧. Victorious.

ଜିତକାଶୀ ହେବାରୁ ଭୀମ ମହାମଲ୍ଲ, ଗରଜନ କରୁଅଛନ୍ତି ଶୁଣ ଭଲ କୃଷ୍ଣସିଂହ. ମହାଭାରତ. କର୍ଣ୍ଣ

୨. ଗର୍ବିତ —୨. Proud.