Jump to content

ଜିତା

ଉଇକିଅଭିଧାନ‌ରୁ

ଜିତା

ଉଚ୍ଚାରଣ

[ସମ୍ପାଦନା]
  • (file)

ଅନୁବାଦ

[ସମ୍ପାଦନା]

ସଂସ୍କୃତ - ବିଶେଷଣ - ସ୍ତ୍ରୀ (ଜି ଧାତୁ+କର୍ମ. ତ+ସ୍ତ୍ରୀ. ଆ)

[ସମ୍ପାଦନା]

ଯେଉଁ ସ୍ତ୍ରୀକୁ ପରାଜୟ କରା ଯାଇ ଅଛି; ପରାଜିତ — Vanquised (female).

ଦେଶଜ - ବିଶେଷଣ - (ସଂସ୍କୃତ - ଜେତା)

[ସମ୍ପାଦନା]

ଜୟୀ; ଜୟଯୁକ୍ତ — Victorious; winning.

ଗୋବିନ୍ଦ ରତିର ସେ ଜିତା, ଛାଡ଼ିବେ ଗୋପପୁର ଚିନ୍ତା ଜଗନ୍ନାଥ. ଭାଗବତ

ଦେଶଜ - ବିଶେଷ୍ୟ -

[ସମ୍ପାଦନା]

ଜୟ; ଜିଣା — Victory.