Jump to content

ଜିତାତ୍ମା

ଉଇକିଅଭିଧାନ‌ରୁ

ଜିତାତ୍ମା

ଉଚ୍ଚାରଣ

[ସମ୍ପାଦନା]

ସଂସ୍କୃତ - ବିଶେଷଣ - ପୁଂ. (ବହୁବ୍ରୀହ, ଜିତ+ଆତ୍ମନ୍)

[ସମ୍ପାଦନା]

ଯେ ମନକୁ ଜୟକରି ଅଛି; ଜିତେନ୍ଦ୍ରିୟ; ସଂଯତେନ୍ଦ୍ରିୟ — Of subdued passions; self-controlling; stoical.