Jump to content

ଜିତାମିତ୍ର

ଉଇକିଅଭିଧାନ‌ରୁ

ଜିତାମିତ୍ର

ଉଚ୍ଚାରଣ

[ସମ୍ପାଦନା]
(ଜିତାମିତ୍ରା—ସ୍ତ୍ରୀ) 

ସଂସ୍କୃତ - ବିଶେଷଣ - ପୁଂ. (ବହୁବ୍ରୀହ; ଜିତ+ଅମ୍ରିତ)

[ସମ୍ପାଦନା]
୧. ଜିତଶତ୍ରୁ; ଯେ ଶତ୍ରୁକୁ ପରାଜୟ କରିଅଛି — One who has subdued his enemies
୨. ବିଷ୍ଣୁ —୨. The God Bishṇu.