Jump to content

ଜିତାଷ୍ଟମୀ

ଉଇକିଅଭିଧାନ‌ରୁ

ଜିତାଷ୍ଟମୀ

ଉଚ୍ଚାରଣ

[ସମ୍ପାଦନା]

ସଂସ୍କୃତ - ବିଶେଷ୍ୟ - ସ୍ତ୍ରୀ

[ସମ୍ପାଦନା]

ଆଶ୍ୱନମାସର କୃଷ୍ଣପକ୍ଷ ଅଷ୍ଟମୀ; ଜୀମୂତାଷ୍ଟମୀ; ଦୁତିବାହନ ପୂଜା —The ୮th day of the dark fortnight of the mouth of Āṡwina.

[ଦ୍ରଷ୍ଟବ୍ୟ —ଏ ଦିନ ଶରତ୍କାଳୀନ ଦୁର୍ଗୋତ୍ସବ ଆରମ୍ଭ ହୁଏ; ଦୁତିବାହନ ବା ଜୀମୂତବାହାନ ପୂଜା ମଧ୍ୟ ହୁଏ ଏହାର ଅନ୍ୟ ନାମ ମୂଳଷ୍ଟମୀ ଏଦିନ ପୁତ୍ରବତୀ କାମିନୀମାନେ ସନ୍ତାନଙ୍କ ମଙ୍ଗଳ କାମନାରେ ଗଳାରେ ରାକ୍ଷୀ ବାନ୍ଧନ୍ତି]