Jump to content

ଜିତାହାର

ଉଇକିଅଭିଧାନ‌ରୁ

ଜିତାହାର

ଉଚ୍ଚାରଣ

[ସମ୍ପାଦନା]
(ଜିତାହାରା—ସ୍ତ୍ରୀ) 

ସଂସ୍କୃତ - ବିଶେଷଣ - ପୁଂ. (ବହୁବ୍ରୀହ; ଜିତ+ଆହାର)

[ସମ୍ପାଦନା]
୧. ଖାଦ୍ୟବିଷୟରେ ମିତାଚାରୀ; ସଂଯତାହାରୀ — ୧. Abstinent; abstemious.
୨. ଯେ କ୍ଷୁଦାକୁ ଜୟ କରିଅଛି — ୨. Of subdued appetite.