ଜିତୁମ
ମିଥୁନରାଶି —The Gemini (a sign of the zodiac) (Apte).
[ଦ୍ରଷ୍ଟବ୍ୟ —ଜ୍ୟୋତିଷରେ ଅନେକ ଗୁଡ଼ିଏ ଶବ୍ଦ ଗ୍ରୀକ୍ଭାଷାରୁ ସଂସ୍କୃତକୁ ଆସିଅଛି]