Jump to content

ଜିତେନ୍ଦ୍ରିୟ

ଉଇକିଅଭିଧାନ‌ରୁ

ଜିତେନ୍ଦ୍ରିୟ

ଉଚ୍ଚାରଣ

[ସମ୍ପାଦନା]
(ଜିତେନ୍ଦ୍ରିୟା—ସ୍ତ୍ରୀ) 

ଜିତେନ୍ଦ୍ରିୟତା, ଜିତେନ୍ଦ୍ରିୟତ୍ୱ, ବି

  • (file)

ସଂସ୍କୃତ - ବିଶେଷଣ - ପୁଂ. (ବହୁବ୍ରୀହି; ଜିତ+ ଇନ୍ଦ୍ରିୟ)

[ସମ୍ପାଦନା]

ଯେ କାମକ୍ରୋଧାଦିରିପୁମାନଙ୍କୁ ବଶୀଭୂତ କରିଅଛି — Continent; self-controlling; of subdued passions; one who has his passions under control; stoical.

[ଦ୍ରଷ୍ଟବ୍ୟ —ଯେଉଁ ବ୍ୟକ୍ତିର କୌଣସି ବିଷୟ ଦେଖିଲେ, ଶୁଣିଲେ, ଖାଇଲେ, ଛୁଇଁଲେ ବା ଶୁଙ୍ଘିଲେ ହର୍ଷ ବା ବିଷାଦ ହୁଏ ନାହିଁ, ମନୁସଂହିତା ଅନୁସାରେ ତାକୁ ଜିତେନ୍ଦ୍ରିୟ ବୋଲାଯାଏ]

ସଂସ୍କୃତ - ବିଶେଷ୍ୟ -

[ସମ୍ପାଦନା]

ବ୍ରହ୍ମଚାରୀ; ତପସ୍ୱୀ —An ascetic.