ଜିତ୍
ଦେଖଣା
ଜିତ୍
ଉଚ୍ଚାରଣ
[ସମ୍ପାଦନା]ଧ୍ୱନି (ମାନକ ଓଡ଼ିଆ) (file)
ଅନୁବାଦ
[ସମ୍ପାଦନା](ହାର୍—ବିପରୀତ)
ସଂସ୍କୃତ - ବିଶେଷଣ - (ଜି ଧାତୁ+କର୍ତ୍ତ. କ୍ୱିପ୍)
[ସମ୍ପାଦନା]ଯେ ଜୟେ କରି ଥାଏ — Victorious; one who has vanquished another.
[ଦ୍ରଷ୍ଟବ୍ୟ —ଅନ୍ୟ ଶବ୍ଦ ସଙ୍ଗେ ପ୍ରୟଜ୍ୟ; ଯଥା— ଶତ୍ରୁ ଜିତ୍, ଇନ୍ଦ୍ରଜିତ୍, ବିଶ୍ୱଜିତ୍;
ଦେଶଜ - ବିଶେଷ୍ୟ -
[ସମ୍ପାଦନା]ଜୟ; ଜୟଲାଭ —Victory; winning.
[ଯଥା—ହାର୍ଜିତ୍ କାହାରିକୁ ଛାଡ଼ି ନାହିଁ]