Jump to content

ଜିତ୍ୟା

ଉଇକିଅଭିଧାନ‌ରୁ

ଜିତ୍ୟା

ଉଚ୍ଚାରଣ

[ସମ୍ପାଦନା]

ସଂସ୍କୃତ - ବିଶେଷ୍ୟ - ସ୍ତ୍ରୀ. (ଜିତ୍ୟ+ ସ୍ତ୍ରୀ. ଆ)

[ସମ୍ପାଦନା]
୧. ଲଙ୍ଗଳର ଫାଳ; ଲଙ୍ଗଳଲୁହା — ୧. Plough-share.
୨. ହେଙ୍ଗୁ (ହିନ୍ଦୀ - ଶବ୍ଦସାଗର) —୨. Asafætida.