Jump to content

ଜିଦାଜିଦି

ଉଇକିଅଭିଧାନ‌ରୁ

ଜିଦାଜିଦି

ଉଚ୍ଚାରଣ

[ସମ୍ପାଦନା]

ଅନୁବାଦ

[ସମ୍ପାଦନା]

ଦେଶଜ - ବିଶେଷ୍ୟ -

[ସମ୍ପାଦନା]
୧. ଦୁଇଜଣ ବ୍ୟକ୍ତିଙ୍କର ପରସ୍ପର କଥା ରକ୍ଷା କରିବା ପାଇଁ ଜିଦି ମରାମରି ହେବା — ୧. Betting; hazarding for each other's proposition (e.g. in gambling); mutual staking.
୨. ପ୍ରତିଯୋଗିତା — ୨. Rivalry; emulation.

ଦେଶଜ - ବିଶେଷଣ -

[ସମ୍ପାଦନା]
୧. ପ୍ରତିଯୋଗୀ —୧. Emulating.
୨. ଜିଦି ମରାମରି ହେବା ବ୍ୟକ୍ତି — ୨. Betting; staking mutually.