Jump to content

ଜିଦିସ

ଉଇକିଅଭିଧାନ‌ରୁ

ଜିଦିସ

ଉଚ୍ଚାରଣ

[ସମ୍ପାଦନା]

ଅନୁବାଦ

[ସମ୍ପାଦନା]

ଦେଶଜ - ବିଶେଷ୍ୟ - (ଫାରାସୀ - ଜୀନ୍ପୋଶ୍)

[ସମ୍ପାଦନା]

ଘୋଡ଼ାର ସାଜବିଶେଷ; ଜିନ ଉପରେ ପକାଯିବା ଆସ୍ତରଣ —A kind of saddle; a covering for the saddle.


ସାଜିଲେ ସର୍ବ ସମ୍ଭାର ଜିନ ଜିଦିସ ଲାଲ ଦଉଡ଼ି ଚାରିଦମା କଡ଼ିଆଳ ବ୍ରଜନାଥ. ସମରତରଙ୍ଗ