ଜିନ
ଦେଖଣା
ଜିନ
ଉଚ୍ଚାରଣ
[ସମ୍ପାଦନା]ଧ୍ୱନି (ମାନକ ଓଡ଼ିଆ) (file)
ସଂସ୍କୃତ - ବିଶେଷ୍ୟ - (ଜି ଧାତୁ= ଜୟ କରିବା; ତପଃ ପ୍ରଭାବରେ ଜଗତ ଜୟ କରିବା+ କର୍ତ୍ତୃ. ନ)
[ସମ୍ପାଦନା]- ୧. ବୁଦ୍ଧଦେବ —୧. Buddha.
- ୨. ବିଷ୍ଣୁ —୨. Bishṇu.
- ୩. ବୌଦ୍ଧମତ ପ୍ରଚାରକ ମୁନି — ୩. A Buddhist missionary.
- ୪. ଅର୍ହତ; ବୌଦ୍ଧ ବା ଜୈନ ଋଷି — ୪. A Buddhist or j&aline;i̱na saint.
ସଂସ୍କୃତ - ବିଶେଷଣ -
[ସମ୍ପାଦନା]- ୧. ବିଜୟଶୀଳ — ୧. Victorious; triumphant.
- ୨. ଅତି ବୃଦ୍ଧ —୨. Very old.