ଜିନିସାତ୍
ଜିନିସପତ୍ର (ଦେଖ) - — Jinisapatra (See)
ବିଲାତି ଜିନିସାତ୍ୱ ସହିତ ରୁଚି ନାମଧେୟ ପଦାର୍ଥବିଶେଷ ଏ ଦେଶକୁ ନୂଆ ଆମଦାନି ହୋଇଅଛି—ଫକୀରମୋହନ, ଛମାଣ ଆଠଗୁଣ୍ଠ