Jump to content

ଜିନ୍ସବାରୀ

ଉଇକିଅଭିଧାନ‌ରୁ

ଜିନ୍ସବାରୀ

ଉଚ୍ଚାରଣ

[ସମ୍ପାଦନା]

ଅନୁବାଦ

[ସମ୍ପାଦନା]

ଜିନ୍ସବାରୀ, ଜିନ୍ସଉଆରୀ, ଅନ୍ୟରୂପ

ବୈଦେଶିକ - ବିଶେଷଣ - (ଫାରାସୀ - ଜୀନ୍+ ସବାରି= ଯାନାରୋହଣ)

[ସମ୍ପାଦନା]

ଚଢ଼ିବାର ଯୋଗ୍ୟ (ଘୋଡ଼ା); (ଅର୍ଥାତ୍ ଯେଉଁ ଘୋଡ଼ା ଉପରେ ମନୁଷ୍ୟ ଚଢ଼ନ୍ତି ଏବଂ ଯେ ବଗିରେ ଲାଗେ ନାହିଁ) — (a horse) Used for riding only; going in the saddle only.

ବିଶେଷ୍ୟ -

[ସମ୍ପାଦନା]

ଘୋଡ଼ା ଉପରେ ଜିନ୍ ପକାଇ ଚଢ଼ିବା — Riding on a saddled horse.