Jump to content

ଜିନ୍ସବାର୍

ଉଇକିଅଭିଧାନ‌ରୁ

ଜିନ୍ସବାର୍

ଉଚ୍ଚାରଣ

[ସମ୍ପାଦନା]

ଅନୁବାଦ

[ସମ୍ପାଦନା]

ଜିନସବାର, ଜିନ୍ସଉଆର, ଅନ୍ୟରୂପ

ବୈଦେଶିକ - ବିଶେଷଣ - (ଫାରାସୀ - ଜୀନ୍+ ସବାର୍= ଆରୋହୀ)

[ସମ୍ପାଦନା]

ଘୋଡ଼ା ପିଠିରେ ଜିନ୍ ପକାଇ ଘୋଡ଼ା ଚଢ଼ିବା (ବ୍ୟକ୍ତି) —(a person) Riding on a saddled horse.